ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫର ଚଢ଼ାଉ; ଜଣେ ଗିରଫ

ବଲାଙ୍ଗିର ଟାଉନ ଥାନା ମାଲପଡ଼ାରେ ୯ କେଜି ଓଜନର ୬ଟି ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ ଟିମ୍ ଚଢାଉ କରି ଜବତ କରିଛି।

କିଛି ବନ୍ୟଜନ୍ତୁ ସାମଗ୍ରୀ ମଧ୍ୟ ଜବତ କରିବା ସହ ବଲାଙ୍ଗିର ମାଲପଡ଼ାର ନୁରିନ୍ ସେଠକୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes