ହାଜତ ମୃତ୍ୟୁ ଘଟଣାର ତଦନ୍ତ କରିବେ ଇନ୍ସପେକ୍ଟର ପାହ୍ୟା ଅଧିକାରୀ

ଗତକାଲି ଭୁବନେଶ୍ୱରର ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ନେଇ ହୋଇଥିବା ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଆଜି ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି l

ଏଚଆରପିସି ସହ ସମ୍ପୃକ୍ତ ଜଣେ ଇନ୍ସପେକ୍ଟର ପାହ୍ୟାର ଅଧକାରୀ ଏହି ଘଟଣାର ତଦନ୍ତ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes