ହଷ୍ଟେଲ ଛାତରୁ ପଡ଼ି ମାଟ୍ରିକ ଶେଣୀ ଛାତ୍ର ମୃତ

ରାୟଗଡା ଜିଲ୍ଲା ବିଷମକଟକ ଥାନା କପାପଦର ଆଶ୍ରମ ସ୍କୁଲ ହଷ୍ଟେଲ ଛାତରୁ ପଡ଼ି ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ମୃତ ଛାତ୍ରଙ୍କ ଘର କଣ୍ଟିଖାଲ ଗାଁରେ ବୋଲି ଜଣାପଡିଛି ।ତେବେ କେଉଁ କାରଣରୁ ଛାତ ଉପରୁ ପଡିଲେ ତାହା ସ୍ପଷ୍ଟ ଜଣାପଡିନାହିଁ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes