ହଷ୍ଟେଲ କମିଟି ଓ କୁଳପତିଙ୍କ ବୈଠକ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସିନେଟ ହଲ ଠାରେ ଆଜି ଅପରାହ୍ନ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ,ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ମହାନ୍ତି,ଛାତ୍ରାବାସର ୱାଡନ ପ୍ରଫେସର୍ ପ୍ରସନ୍ନ ସ୍ବାଇଁ,ଛାତ୍ରୀ ନିବାସର ୱାଡନ ପ୍ରଫେସର୍ ପୁଷ୍ପାଞ୍ଜଳି ସାମନ୍ତରାୟ ମଞ୍ଚାସିନ ଥିଲେ।

କୁଳପତି କହିଥିଲେ ଦାୟିତ୍ୱରେ ଥିବା ଅଧ୍ୟାପକ ଅଧ୍ୟାପିକା ମାନେ ନିଜ ଦାୟିତ୍ବ ତୁଲାଇବେ ଦାୟିତ୍ୱରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes