ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ଜିଲ୍ଲା ନିଆଳି ଅଡ଼ସପୁର ସ୍ଥିତ ଘରୋଇ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୃତକ ବିଏସ୍‌ସି ଶେଷ ବର୍ଷ ଛାତ୍ରୀ ହୋଇଥିବା ବେଳେ ତାଙ୍କ ଘର ଯାଜପୁର କୁଆଖିଆ ଅଞ୍ଚଳରେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes