ହଲଦିପାଲି ଛକରେ କାର ଓ ବସ ମୁହାମୁହିଁ, ଜଣେ ମୃତ

ଆଜି ବରଗଡ଼ ହଲଦିପାଲି ଛକରେ ଏକ କାର ଓ ବସ ମଧ୍ୟରେ ମୁହାଁମୁହିଁ ଧକା ହେବାରୁ ଜଣଙ୍କ ମୃତ୍ୟ ଘଟିଥିବା ବେଳେ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି।

ମୃତକ ବରଗଡ଼ ୱାର୍ଡ ନମ୍ବର ୧୩ର ଭକ୍ତ ଗୁର୍ଲ୍ଲା ହୋଇଥିବା ବେଳେ , ଆହତ ମାନେ ହେଲେ ବରଗଡ଼ର ଲଳିତ ସୁନା, ନୀତିନି ଦାସ ଓ ସୁଭମ ସାହୁ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes