ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ ନେଇ ଆଇଆଇସିଙ୍କ ଏତଲା

ହତ୍ୟା ଉଦ୍ଦେଶ୍ୟ ନେଇ ଏଏସ୍ଆଇ ଗୋପାଳ ଦାସ ଫାୟାରିଂ କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ବ୍ରଜରାଜନଗର ଆଇଆଇସି।

ଳମନ୍ତ୍ରୀ ନବ ଦାସଙ୍କର କାଲି ଲିଫ୍ଟସିଫ୍ଟ ବିଲ୍ଡିଂରେ ଉଦଘାଟନ କାର୍ଯ୍ୟକ୍ରମ ଥିଲା। ଏତଲା ଅନୁସାରେ କାଲି ଏଏସ୍ଆଇ ଗୋପାଳ ଟ୍ରାଫିକ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ, ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଗୋପାଳ ତାଙ୍କ ନିକଟକୁ ଚାଲିଯାଇଥିଲେ। ଅତି ପାଖରୁ ନିଜ ସର୍ଭିସ ରିଭଲଭରରୁ ଫାୟାରିଂ କରିଥିଲେ ଗୋପାଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes