ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ଏଡିଜେ

୨୦୨୧ରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ହଂସପଡ଼ା ଗାଁରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀ ଦୈତାରୀ ବେହେରାକୁ ଆଜୀବନ ସହ ୫ ହଜାର ଜରିମାନା କରିଛନ୍ତି ଏଡିଜେ।

ପୂର୍ବଶତ୍ରୁତାରୁ ପଡ଼ୋଶୀକୁ କାଠ ଫାଳିଆରେ ପିଟି ମାରିିଥିଲା ଦୈତାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes