ହକି ବିଶ୍ୱକପ୍: ଆଜି ଖେଳାଯିବ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ୍

ଆଜି କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ- ସ୍ପେନ, ବେଲଜିୟମ-ନ୍ୟୁ ଜିଲାଣ୍ଡ ମୁହାଁମୁହିଁ ହେବେ।

ଅଷ୍ଟ୍ରେଲିଆ- ସ୍ପେନ ପ୍ରଥମ ମ୍ୟାଚ୍ ଏବଂ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ ବେଲଜିୟମ- ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes