ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ଭୁବନେଶ୍ବରରେ ଏଲ୍ଇଡି ବ୍ୟବସ୍ଥା

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ବରବାସୀ ଏଲ୍ଇଡି ଜରିଆରେ ଏହାର ସିଧା ପ୍ରସାରଣ ଦେଖିପାରିବେ।

ରୁପାଲି, କଳିଙ୍ଗ ହସ୍ପିଟାଲ, ବିମାନବନ୍ଦର, ଲିଙ୍ଗରାଜ ମନ୍ଦିର ଓ କଳ୍ପନା ଛକରେ ଏଲ୍ଇଡି ବ୍ୟବସ୍ଥା କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes