ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇ-ପଞ୍ଜିକରଣ ପାଇଁ ଚୁକ୍ତିନାମା

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବାକୁ ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେଶନ ସିଷ୍ଟମ ଲାଗୁ କରିବା ପାଇଁ କେନ୍ଦ୍ରୀୟ ସଂସ୍ଥା ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡ଼ଭାନ୍ସଡ଼ କମ୍ପ୍ୟୁଟିଙ୍ଗ ସି- ଡାକ ସହ ଏକ ଚୁକ୍ତିନାମା ପରେ କଟକ ଏସସିବି, କ୍ୟାପିଟାଲ ହସ୍ପିଟାଲ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ, ଶିଶୁଭବନରେ ଏହା ଆରମ୍ଭ କରାଯାଇଥିଲା l
ଏବେ ରାଜ୍ୟର 31 ଡିଏଚଏଚଏସ, 11 ଏମସିଏଚଏସ ଓ 106 ୟୁପିଏଚସିଏସ ଠାରେ ଏହାକୁ ଲାଗୁ କରିବାକୁ ଆଜି ରାଜ୍ୟ ସରକାର ଓ ସି -ଡାକ ମଧ୍ୟରେ ଚୁକ୍ତିନାମା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes