ସ୍ୱାମୀ ଅନୁଭବଙ୍କ ନାମରେ ଥାନାରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ସ୍ୱାମୀ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପରିବାର ନାମରେ କଟକର ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି l

ଗତ 19 ଓ 21 ତାରିଖରେ ଅନୁଭବ ଦୁଇଟି ଭିଡିଓ ଜାରି କରି ତାଙ୍କ ପାରିବାରିକ ସମସ୍ୟା ପାଇଁ ପତ୍ନୀ ବର୍ଷାଙ୍କୁ ଦାୟୀ କରିଥିଲେ l ଗୋଟିଏ ଭିଡିଓରେ ସେ ବର୍ଷାଙ୍କ ନାମ ନେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes