ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ଆଜାଦି କା ଅମୃତ ମହୋତ୍ସବ ଅବସରରେ ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ନେତୃତ୍ୱରେ ବସଷ୍ଟାଣ୍ଡରେ ଥିବା ସହିଦସ୍ତମ୍ଭ,ବମହେଶ ଚନ୍ଦ୍ର ସୁବାହୁ ସିଂଙ୍କ ପ୍ରତିମୂର୍ତ୍ତି, ବୀର ବେନୁ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।