ସ୍ୱାଇପ୍‌ ମେସିନ ଯୋଗାଇ ୫୦ ଲକ୍ଷ ଲୁଟ୍; ଦମ୍ପତିଙ୍କ ସହ ୫ ଗିରଫ

ଯାଜପୁରର ବିଭିନ୍ନ ସୁନା ଦୋକାନରେ ସ୍ୱାଇପ୍‌ ମେସିନ ଯୋଗାଇ ଲୁଟିଥିବା ଅଭିଯୋଗରେ ଦମ୍ପତିଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି।

ଅଭିଯୁକ୍ତଙ୍କ ଠାରୁ ୧୦ ଲକ୍ଷ ଟଙ୍କା, ୨୭ଟି ଚେକ୍ ବୁକ୍ ଓ ୬୩ ଏଟିଏମ କାର୍ଡ ଜବତ ହୋଇଛି। ଗ୍ରାହକଙ୍କ ଟଙ୍କା ପେଟିଏମ୍‌କୁ ନଯାଇ ସେମାନଙ୍କ ଆକାଉଣ୍ଟକୁ ଯାଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes