ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଡ୍ରାଇଭର ଏବଂ ହେଲପରଙ୍କ ସହ ସ୍ୱଚ୍ଛତା ସାଥୀ, କର୍ମୀ ଏବଂ ୱେଲଥ ସେଣ୍ଟର ସୁପରଭାଇଜର ଭାବରେ କାର୍ଯ୍ୟ କରୁଥିବା ମହିଳା ଏସଏଚଜି ସଦସ୍ୟମାନଙ୍କୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ କରିଥିଲେ l
ଏହି ଅବସରରେ ସେମାନଙ୍କ ଲାଗି ଏକ ଭୋଜିର ଆୟୋଜନ ହୋଇଥିଲା l ଯେଉଁଥିରେ ମେୟର ନିଜେ ବସି ଖାଦ୍ୟ ଖାଇଥିଲେ l ଏଥିରେ ଅନ୍ୟ କର୍ପୋରେଟରମାନେ ମଧ୍ୟ ଉପସ୍ଥିତ ଥିଲେ l