ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଆଜି ପ୍ରେସମିଟ୍ କରି କହିଛନ୍ତି, ଅତ୍ୟନ୍ତ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି।
ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ୨୦୧୬ ନିୟମାନୁସାରେ ଅପଲୋଡ ହେବ। ଚଳିତ ପରୀକ୍ଷାରେ ବିଭିନ୍ନ ବର୍ଗ ପାଇଁ ସର୍ବନିମ୍ନ ଯୋଗ୍ୟତା ମାର୍କ ରଖିଥିଲୁ ବୋଲି କହିଛନ୍ତି ସତ୍ୟଜିତ ମହାନ୍ତି।