ସ୍ଵାଧୀନତା ସଂଗ୍ରାମୀ ବୀର ଧରଣୀଧରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

କେନ୍ଦୁଝର ଜିଲ୍ଲାର ମହାନ୍‌ ବିପ୍ଲବୀ ତଥା ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାୟକ ( ଭୂୟାଁ)ଙ୍କ ପୁଣ୍ୟତିଥି ଉପଲକ୍ଷେ ଗତକାଲି ମା ଭବାନୀ ୟୁଥ୍ କ୍ଲବ, କାଳିଆବେଡ଼ା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି ଅବସରରେ କାଳିଆବେଡ଼ା ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes