ସ୍ବାସ୍ଥ୍ୟମେଳା ଆୟୋଜନ ନେଇ ଗଡିଲା ସଚେତନତା ରଥ

କଳାହାଣ୍ଡି ଜିଲ୍ଲା କଲମପୁର ଆଦର୍ଶ ବିଦ୍ୟାଳୟ ଠାରେ ଆସନ୍ତା ୨୨ତାରିଖ ଦିନ ହେବାକୁ ଥିବା ବ୍ଳକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ନେଇ ଲୋକଙ୍କୁ ସୂଚନା ଦେବା ପାଇଁ ସଚେତନତା ରଥ ଆଜି ଠାରୁ ୫୫ଖଣ୍ଡ ଗ୍ରାମ ପରିକ୍ରମା କରିବ ।

ଏହାକୁ ଆଜି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶିବାଶିଷ ସ୍ୱାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes