ଅନୁଗୁଳ ଜିଲ୍ଲା ନାଲକୋ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରକୁ ଛାତ୍ରଛାତ୍ରୀମାନେ ଯିବା ଆସିବା ପାଇଁ ସ୍କୁଲ ବସ୍ ଚାଲୁ କରିବା ପାଇଁ ଅଭିଭାବକମାନେ ଅଧ୍ୟକ୍ଷ ଡ଼. ଶତୃଘ୍ନ ବେହେରାଙ୍କୁ ସାକ୍ଷାତ କରି ଦାବି କରିଥିଲେ।
ସେ ଏସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ କହିଥିଲେ।
Credible Local News of Odisha