ସ୍କୁଲ ଗାଡ଼ି ଦୁର୍ଘଟଣାରେ ୮ ଶିକ୍ଷାର୍ଥୀ ଓ ଜଣେ ଗୁରୁମା’ ଆହତ

ପୁରୀ ଜିଲ୍ଲା ନିମାପଡ଼ା ରଡ୍ ସ୍ଥିତ ଏକ ଘରୋଇ ସ୍କୁଲ୍‌ର ପିକ୍ଅପ୍ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସମସ୍ତ ଆହତ ନିମାପଡ଼ା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes