ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ପ୍ରଧାନଶିକ୍ଷକଙ୍କୁ ଷଡ଼ଯନ୍ତ୍ର କରି ବିଇଓ ବଦଳି କରିଥିବା ଅଭିଯୋଗ କରି ମାଲକାନଗିରି ଜିଲ୍ଲା ଏମ୍‌ଭି-୯ନଂ ଗାଁରେ ସ୍କୁଲରେ ତାଲା ପକାଇଛନ୍ତି ଗ୍ରାମବାସୀ ।

ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes