ସୋହେଲା ଲେବଡି ଗ୍ରାମ ରାସ୍ତାରେ ସଡକ ଦୁର୍ଘଟଣା

ଆଜି ସକାଳୁ ବରଗଡ ଜିଲ୍ଲା ସୋହେଲା ବ୍ଳକ ଅନ୍ତର୍ଗତ ଲେବିଡି ଗ୍ରାମକୁ ଯାଉଥିବା ରାସ୍ତାରେ କାର ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ
କାର ଚାଳକ ଭାରସାମ୍ୟ ହରାଇ ରାସ୍ତା ପାଖ ବିଲ ଭିତରକୁ
ଖସି ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes