ସୋହେଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁଧର ରଣାଙ୍କ ପରଲୋକ

୧୯୯୦ ରୁ ପ୍ରାୟ ୧୦ବର୍ଷ ଜନମୁଖ ପତ୍ରିକାରେ ସାମ୍ବାଦିକତା କରିଥିବା ସୋହେଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁଧର ରଣା ଆଜି ସନ୍ଧ୍ୟାରେ ତାଙ୍କ ବାସ ଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes