ସୋସିଆଲ ନେଟୱର୍କର ବ୍ୟବହାର ଓ ସତର୍କତା ନେଇ ଆଲୋଚନା

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ସୋସିଆଲ ନେଟୱର୍କର ବ୍ୟବହାର ଓ ସତର୍କତା ଅବଲମ୍ବନ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସାମାଜିକ କର୍ମୀ ପ୍ରିୟବ୍ରତ ସାହୁ ଯୋଗଦେଇ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ପୋରୋହିତ୍ୟ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes