ବାଲେଶ୍ଵର ଜିଲ୍ଲା ସୋର ଥାନା ଖରାସାହାପୁର ପଞ୍ଚାୟତ ବାଉଁଶଆଢିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଶୀତଳା ଠାକୁରାଣୀଙ୍କ ଅଷ୍ଟମ ପ୍ରହରୀ ପୂଜା ଅନୁଷ୍ଠିତ ହୋଇଯାଇଛି।
ଆଜି ଏହି ଅବସରରେ ଶହ ଶହ ସଂଖ୍ଯାରେ ଗ୍ରାମବାସୀଙ୍କ ସହ ବିଧାୟକ ପର୍ଶୁରାମ ଧଡା ଯୋଗ ଦେଇଥିବା ଜଣାପଡିଛି।
Credible Local News of Odisha