ସୋମେଶ୍ୱର ମନ୍ଦିରରରୁ ଚୋରି ଅଭିଯୋଗ

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ତା ବ୍ଳକରେ ଥିବା ଶକ୍ତି ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିରରୁ ଦାନ ବାକ୍ସ ଲକ୍ଷାଧିକ ଟଙ୍କା ଓ ସିସିଟିଭି କ୍ୟାମେରା, ହାର୍ଡଡିକ୍ସ ଇତ୍ଯାଦି ଚୋରି କରି ନେଇଥିବା ଆଜି ମନ୍ଦିର କମିଟି ଥାନାରେ ଅଭିଯୋଗ କରିଛି।

ପରିଚାଳନା କମିଟି ଠାରୁ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes