ସୋମବାରଠୁ ଖୋଲିବ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ

ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସୋମବାର ଠାରୁ ବିଭିନ୍ନ ବିଭାଗର ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ ।

ସମସ୍ତ କୋଭିଡ କଟକଣା ହଟିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ, କୋଭିଡ ଯୋଗୁଁ ଅଭିଯୋଗ ଶୁଣାଣି ସ୍ଥଗିତ ଥିଲା । କେବଳ ଇ-ପୋର୍ଟାଲ ଯୋଗେ ଜଣ ଶୁଣାଣି ହେଉଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes