ସୋନପୁର ସହରରୁ ୧୦୦ ବୋତଲ କଫ ସିରଫ ଜବତ

ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ପଟାଭାଡି ନିକଟରୁ ୧୦୦ ବୋତଲ କଫ ସିରଫ ଜବତ ହୋଇଛି ।

ତିନି ଜଣ ଯୁବକ ଏକ ସ୍କୁଟି ଯୋଗେ ସୋନପୁର ସହରକୁ ଆଣୁଥିବାବେଳେ ସୋନପୁର ପୋଲିସ ସେମାନଙ୍କୁ ଗିରଫ କରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes