ସୋନପୁର ଠାରେ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନବନିର୍ମିତ ମନ୍ଦିର

ସୋନପୁର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନବନିର୍ମିତ ବୁଢିମା’ ମନ୍ଦିର ଆସନ୍ତା ମେ ୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes