ସୋନପୁରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ସୋନପୁର ସହର ଥନାପତି ପଡା ସ୍ଥିତ ଚନ୍ଦ୍ର ଶେଖର ପାଠାଗାର ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।‌

ଆୟୋଜକ କମିଟି ସଭାପତି ରାମଶଙ୍କର ସାହୁଙ୍କ ସଭାପତିତ୍ବରେ ‌ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଶୁଭାରମ୍ଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes