ସୋନପୁରରେ ଦିନକରେ ୧୭ କରୋନାରେ ଆକ୍ରାନ୍ତ August 4, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାରେ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l