ସେଲେଇ ପୁଖୁରି ଠାରେ ସେଙ୍ଗଲ ଜନସଭା ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ସ୍ଥିତ ସେଲେଇ ପୁଖୁରି ଗ୍ରାମରେ ଆଜି ଏକ ସେଙ୍ଗଲ ଜନସଭା ଅନୁଷ୍ଠିତ ହୋଇଛି ।

ଆଦିବାସୀ ମାନଙ୍କର ନିୟମାନୁଯାୟୀ ଗ୍ରାମର ଲୋକଙ୍କ ସମସ୍ୟାକୁ ସମାଧାନ ସମ୍ପର୍କରେ ଏହି ସଭା କରାଯାଇଥାଏ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes