ସେତୁ ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ

ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ କୋଳୀପଶି ଏକ ଜନ ବହୁଳପୂର୍ଣ୍ଣ ଅଞ୍ଚଳ ହୋଇଥିବା ହେତୁ ଦୈନ୍ୟଦୀନ କ୍ରୟ ଓ ବିକ୍ରୟ ପାଇଁ କଂସ ଓ କାଳିଆପାଣି ପଞ୍ଚାୟତର ଅଧିକାଂଶ ଲୋକେ ଏହି ସ୍ଥାନ ଉପରେ ନିର୍ଭର କରନ୍ତି।

ଏହି ସ୍ଥାନକୁ ବର୍ଷାଦିନେ ଓସ୍ତପାଳ, ଘାଗିଆସାହି,ଗୁରୁଜଙ୍ଗର ଗ୍ରାମବାସୀଙ୍କ ଯାତାୟତ କରିବା ଅସମ୍ଭବ ହୋଇପଡ଼ିଥିବା ହେତୁ ଡମଶାଳ ନଈ ଉପରେ ଏକ ସେତୁ ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes