ସେଜିସିଂଙ୍କ ଜିମ୍‌ରୁ ନଗଦ ଟଙ୍କା ଓ ମଦ ଜବତ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିସିଂ ଗିରଫ ଘଟଣାରେ ସେଜିସିଂଙ୍କ ଜିମ୍‌ରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି ପୁଲିସ।

ଟଙ୍କା ସହ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ମଧ୍ୟ ଜବତ କରିଛି ପୁଲିସ।ଆଲିସାନ ସିନେମା ହଲ୍‌ରେ ଗଣ୍ଡଗୋଳ ଅଭିଯୋଗରେ ଗତକାଲି ଗିରଫ ହୋଇଛନ୍ତି ସେଜିସିଂ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes