ସୁବଳୟା ଥାନାରେ ଆମ ପୋଲିସ ସମିତିର ବୈଠକ

ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଥାନାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବଳୟା ବସ୍ତି ଅଞ୍ଚଳ, ମୁଖ୍ୟ ରାସ୍ତାରୁ କେଲଗାଁ ଓ ଜଗନ୍ନାଥ ରାସ୍ତା ପର୍ଯ୍ୟନ୍ତ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବା, ଟିକିରାପଡାରେ ସ୍ପିଡ୍ ବ୍ରେକର ନିର୍ମାଣ ନେଇ ଆରଡି ବିଭାଗର ଦୃଷ୍ଟି ଆକର୍ଷଣ ତଥା ନୂତନ ହାବିଲଦାର ନିଯୁକ୍ତି ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes