ସୁବଳୟା ଅଂଚଳରେ ଲଘୁଚାପ ଜନିତ ବର୍ଷା

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ସକାଳ ଠାରୁ ତୁହାକୁ ତୁହା ବର୍ଷା ହେଉଛି।

ବର୍ଷା ନେଇ ଅଂଚଳର ଚାଷୀକୁଳ ଆଶ୍ବସ୍ତି ଅନୁଭବ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes