ସୁବଳୟା ଅଂଚଳରେ କୋହଲା ପାଗ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଂଚଳରେ ଆଜି ସକାଳୁ ସକାଳୁ ଘନ କୁହୁଡି ଅନୁଭୂତ ହୋଇଛି।

ଫଳରେ ଯାତାୟାତରେ ବେଶ ଅସୁବିଧା ହୋଇଥିବାବେଳେ ଗାଡିଗୁଡିକ ଲାଇଟ ଜଳେଇ ଯିବା ଆସିବା କରୁଥିବାର ଦେଖିବାକୁ ମିଳିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes