ସୁବଳୟା ଅଂଚଳରେ କାଳ ବୈଶାଖୀ ବର୍ଷା

ଗତ ରାତିରେ ସୁବଳୟା ଅଂଚଳରେ ଘଡଘଡି ସହ କାଳ ବୈଶାଖୀ ବର୍ଷା ପ୍ରାୟ ୧ ଘଣ୍ଟା ଯାଏ ହୋଇଥିଲା ଫଳରେ ଗରମରେ ହନ୍ତସନ୍ତ ହେଉଥିବା ଲୋକେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes