ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ୱାଧୀନତା ଦିବସ

ଆଜି ସୁବର୍ଣ୍ଣପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ଜିଲ୍ଲା ସଦର ମହକୁମା ଖଦାଳପଡା ସିତଳାଇ ମନ୍ଦିର ନିକଟରେ ଦେଶର ୭୫ ବର୍ଷ ସ୍ଵାଧୀନତା ଦିବସ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସଵ ଏବଂ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version