ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବିଶିପଡ଼ା ହାଇସ୍କୁଲ ପରିଦର୍ଶନ

ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଉଲୁଣ୍ଡା ବ୍ଲକର ବିଶିପଡ଼ା ସ୍ଥିତ ୫ଟି ଅନ୍ତର୍ଭୁକ୍ତ ପରମେଶ୍ୱରୀ ହାଇସ୍କୁଲ ପରିଦର୍ଶନ କରିଥିଲେ ।

ଜିଲ୍ଲାପାଳଙ୍କ ସହ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଡେପୁଟି କଲେକ୍ଟର, ଜିଲ୍ଲା ଶିକ୍ଷାଧିଶ, ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes