ସୁବର୍ଣ୍ଣପୁର ଏଡିଟି କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ଆଜି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ବୁଣାକାର ମାନଙ୍କୁ ତୁରନ୍ତ ମଙ୍ଗାଶାଳ କଂକ୍ରିଟକରଣ ଟଙ୍କା ପ୍ରଦାନ, ପ୍ରକୃତ ବୁଣାକାରକୁ ଚିହ୍ନଟ କରି ବାସ ଗୃହ ପ୍ରଦାନ, ସରକାରୀ ସବସିଡି ଦରରେ ସୂତା ପ୍ରଦାନ, ସୋଲାର ଇନଭଟର୍, ପଙ୍ଖା, ଲାଇଟ୍ ପ୍ରଦାନ ପାଇଁ ଦାବୀ କରି ଏଡିଟି (ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ଟେକ୍ସଟାଇଲ) କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏଥିରେ ଆଇନଜିବୀ ବଳଦେବ ପ୍ରସାଦ ବେଦବାକ ନେତୃତ୍ୱ ନେଉଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes