ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଶ୍ରେଣୀଗୃହ ଭୂମିପୂଜନ

ବିନିକା ବ୍ଳକ ଅନ୍ତର୍ଗତ ବାଉସୁନି ମହିଳା ଜୁନିଅର କଲେଜର ନୂତନ ଶ୍ରେଣୀଗୃହରେ ଭୂମିପୂଜନ ଉତ୍ସବ ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଦ୍ଵାରା ଅନୁଷ୍ଟିତ ହୋଇଥିଲା ।

ଏହି ଅବସରରେ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ ଗର୍ତିଆ,ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ସମେତ ଷ୍ଟାଫ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes