ସୁବର୍ଣ୍ଣପୁରେ ହକି ବିଶ୍ଵ କପ ଟ୍ରଫିକୁ ସ୍ଵାଗତ

ଆଜି ସୋନପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ‌ହକି ବିଶ୍ଵ କପ ଟ୍ରଫିକୁ ବହୁ ଆଡମ୍ବର ସହ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଛି।

ଏଥିରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଙ୍କ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes