ସୁପରଭାଇଜର ପଦନ୍ନୋତି ବିଳମ୍ବ ନେଇ ଧାରଣା

ଅନୁଗୁଳ ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀମାନେ ସୁପରଭାଇଜର‌‌ ପଦନ୍ନୋତି ବିଳମ୍ବ ନେଇ ଧାରଣା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨୧ ତାରିଖର ସେପ୍ଟେମ୍ବର ମାସ ଠାରୁ ତାରିଖରେ ସୁପରଭାଇଜର ପଦନ୍ନୋତି ପାଇବା କଥା କିନ୍ତୁ ଏ ପର୍ଯ୍ୟନ୍ତ ହୋଇନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes