ସୁନ୍ଦରଗଡ଼ରେ ଏଏସ୍ଆଇ ଗୋପାଳ ଦାସଙ୍କୁ ଜେରା କଲେ କ୍ରାଇମବ୍ରାଞ୍ଚ ଏଡିଜି

ପୁଲିସ ଏଏସ୍ଆଇଙ୍କ ଗୁଳିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ମାମଲାରେ ରିଜର୍ଭ ଲାଇନରେ ଗୋପାଳଙ୍କୁ ଜେରା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।

ଜେରାରେ ଏଡିଜିଙ୍କ ସହ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ମଧ୍ୟ ସାମିଲ ଥିଲେ। ଜେରା ପରେ ସର୍କିଟହାଉସରେ କ୍ରାଇମବ୍ରାଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes