ସୁନ୍ଦରଗଡରେ ଦିନକରେ ୨୫୦ କରୋନାରେ ଆକ୍ରାନ୍ତ August 3, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ୨୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l