ସୁନାରିବେନିରେ ଚାରି ଗ୍ରନ୍ଥ ଓ ଅଷ୍ଟାଦଶ ପୁରାଣ ପାଠ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ସୁନାରିବେନି ସ୍ଥିତ ସ୍ଵପ୍ନେଶ୍ୱର ମନ୍ଦିରରେ ଚାରି ଗ୍ରନ୍ଥ ଓ ଅଷ୍ଟାଦଶ ପୁରାଣ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ଚାରି ଶହରୁ ଅଧିକ ବୈଦିକ ବ୍ରାହ୍ମଣ ଏଥିରେ ଯୋଗଦେଇ ପୁରାଣ ପାଠ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes