ସୁନାପାଲି ୟୁପି ସ୍କୁଲକୁ ପରିଦର୍ଶନ କଲେ ସିଆରସିସି

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟରର ସୁନାପାଲି ୟୁପି ସ୍କୁଲକୁ ଆଜି ସିଆରସିସି ପୂର୍ଣ୍ଣଚନ୍ଦ୍ର ପାଢୀ ପରିଦର୍ଶନ କରିଛନ୍ତି ।

ଏହି ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes