ସିମ୍‌ ଜାଲିଆତି ଘଟଣା; ବାଚସ୍ପତିଙ୍କ ନାଁରେ ତିଆରି ହୋଇଥିଲା ଫେକ୍ ଆକାଉଣ୍ଟ

ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନାଁରେ ତିଆରି ହୋଇଥିଲା ହ୍ବାଟସଆପ ଆକାଉଣ୍ଟ।

ଠକମାନେ ଓଡ଼ିଶା ସର୍କଲର ଏକ ବିଏସ୍ଏନ୍ଏଲ ନମ୍ବରକୁ ବ୍ୟବହାର କରିଥିଲେ। ଏହାର ଅଧିକ ଖୋଳତାଡ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes