ସିନ୍ଦୂରପୁର ଠାରେ ପ୍ରାଣୀଧନ କର୍ମଚାରୀ ସଂଘର ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ସିନ୍ଦୂରପୁର ଠାରେ ଆଜି ଆଞ୍ଚଳିକ ପ୍ରାଣୀଧନ କର୍ମଚାରୀ ସଂଘର ବୈଠକ ଜିଲ୍ଲା ସଭାପତି ସୁରେନ୍ଦ୍ର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବରଗଡ଼,ବୌଦ୍ଧ,ବଲାଙ୍ଗୀର,ସମ୍ବଲପୁର,ସୁବର୍ଣ୍ଣପୁର ଆଦି ପ୍ରାଣୀଧନ କର୍ମଚାରୀ ଯୋଗଦେଇଥିଲେ ।ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ କ୍ୟାଡରଭୁକ୍ତ ନେଇ ସରକାରଙ୍କ ଠାରେ ଦାବି କରାଯିବ ବୋଲି ନିଷ୍ପତି ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes